ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ଲଢ଼େଇରେ ଏନଡିଏ ହିଁ ଆଗରେ ରହିଲା। ଏନଡିଏ 125 ଟି ଆସନରେ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିହାରବାସୀଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ବିକାଶ ପାଇଁ ଏହି ବିଜୟ ନିର୍ଣ୍ଣାୟକ ବୋଲି କହିଛନ୍ତି।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #Election #Biihar