#ପ୍ରଥମ_ନାଗରିକଙ୍କୁ_ସ୍ୱାଗତ_ପାଇଁ_ଓଡିଶା_ପୁରା_ପ୍ରସ୍ତୁତ...ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାମନାଥ କୋବିନ୍ଦ। ଦୁଇ ରାତି ଓଡିଶାରେ କଟାଇବେ ରାଷ୍ଟ୍ରପତି ।ମୋଟ 48 ଘଣ୍ଟା ଓଡିଶାର ସଂସ୍କୁତି ଓ ବିକାଶ ସହ ଯୋଡି ହୋଇ ରହିବେ । ରାଷ୍ଟ୍ରପତିଙ୍କ ପୁରା କାର୍ଯ୍ୟକ୍ରମରେ ତାଙ୍କ ସହ ସମ୍ପୂର୍ଣ୍ଣ ସମୟ ରହିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
#ArgusNews #Odisha #National President of India Dharmendra Pradhan