ଅଧାରୁ ସ୍ଥଗିତ ହେଲା ଉତ୍ତରାଖଣ୍ଡ ତାପୋବନ୍ ରେସକ୍ୟୁ ଅପରେସନ୍
ଉତ୍ତରାଖଣ୍ଡରେ ନଦୀର ଜଳ ସ୍ତର ପୁଣି ବଢିବା ଫଳରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଛି ପ୍ରସାଶନ । ଏଥିସହିତ ଉଦ୍ଧାରସ୍ଥଳ ନିକଟରେ ରହୁଥିବା ବାସିନ୍ଦାଙ୍କୁ ସତର୍କ କରାଇଦିଆଯାଇଛି.....
#ArgusNews #ArgusUpdate #National #Uttarakhand
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app