ଇସ୍ରାଏଲ୍-ପାଲେଷ୍ଟାଇନ୍ ସଂଘର୍ଷ : କାହା ସମର୍ଥନରେ ଭାରତ !
ବିବାଦୀୟ ଜେରୁଜେଲମକୁ ନେଇ ପୁଣି ଆରମ୍ଭ ହୋଇଛି ଭୟଙ୍କର ସଂଘର୍ଷ । ମୁହାଁମୁହି ହୋଇଛନ୍ତି ଇସ୍ରାଏଲ ଏବଂ ପାଲେଷ୍ଟାଇନର ହମାସ ଆତଙ୍କବାଦୀ । ବୁଧବାର ସୁଦ୍ଧା ଇସ୍ରାଏଲର ରକେଟ୍ ମାଡ଼ରେ ଅନେକ ହମାସ୍ ଆତଙ୍କବାଦୀ କମାଣ୍ଡରଙ୍କ ମୃତ୍ୟୁ....
#ArgusNews #National #India #Israel #Palestine