ମହାକାଶକୁ କାଠ ତିଆରି ସାଟେଲାଇଟ୍ ଛାଡ଼ିବ ଜାପାନ
ବିଶ୍ୱରେ ପ୍ରଥମ କରି କାଠରେ ଉପଗ୍ରହ ବା ସାଟେଲାଇଟ୍ ତିଆରି କରୁଛି ଜାପାନ । ଏହାର ଡିଜାଇନ୍ ପ୍ରସ୍ତୁତ କରିବା ସହିତ ସମସ୍ତ ପ୍ରକାର ବୈଷୟିକ ଗବେଷଣାରେ ମୁଖ୍ୟ ଅବଦାନ ରହିଛି କେଟୋ ୟୂନିଭର୍ସଟିର ଗବେଷକମାନଙ୍କର । ୨୦୨୩ ସୁଦ୍ଧା ଏହାକୁ ମହାକାଶକୁ ପ୍ରେରଣ ପାଇଁ ରହିଛି ଯୋଜନା....
#ArgusNews #National #Satelite #Wooden #Japan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app