ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ । ଦେଶର ଉନ୍ନତି ପାଇଁ କଠୋରରୁ କଠୋର ନିଷ୍ପତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖି ଏଭଳି ଛଳ ଛଳ ହୋଇଯିବ କେହି କେବେ କଳ୍ପନା କରିନଥିବେ । କଥା କହିପାରୁନଥିଲେ । ପଦିଏ କହି ଢୋକେ ପାଣିପିଉଥିଲେ । କଣ୍ଠ ବାସ୍ପରୁଦ୍ଧ ହୋଇପହୁଥିଲା ....
#ArgusNews #ModiInRajyasabha #PM_Modi #PM_Modi_Cry
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app