ବିରୋଧି ରାଜନୈତିକ ଦଳରେ ଥିଲେ ବି ଦେଶ ଗଠନ ଦୃଷ୍ଟିରୁ ଅନୁଭବୀ ନେତାମାନଙ୍କୁ କିପରି ଉପଯୁକ୍ତ ସମ୍ମାନ ଓ ଶ୍ରଦ୍ଧା ଜଣାଇବାକୁ ପଡ଼େ ମଙ୍ଗଳବାର ଦିନ ତା’ର ଏକ ଉଦାହରଣ ଦେଖିଛି ଦେଶର ସଦନ ଏବଂ ସାରା ଦେଶ । ସେହି ବିରଳ ଉଦାହାରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । । ୪ ଜଣ ବିଦାୟୀ ସାଂସଦଙ୍କ ସହିତ ନିଜର ବ୍ୟକ୍ତିଗତ ସମ୍ପର୍କ ଓ ଦେଶର ଗଣତନ୍ତ୍ର ପ୍ରତି ସେମାନର ଅବଦାନକୁ ପ୍ରଧାନମନ୍ତ୍ରୀ ସମ୍ମାନର ସହ ମନେ ପକେଇଥିବା ବେଳେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ କଥା ମନେ ପକେଇ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲେ ମୋଦି.....
#ArgusNews #National #Rajyasabha #PM #Ghulam_Nabi