ଅଲମ୍ପିକ କୁ ଆଉ ବାକି ରହିଲା ମାତ୍ର 11 ଦିନ । ଏଥର ସମସ୍ତଙ୍କ ନଜର ଭାରତର ପୁରୁଷ ହକି ଏବଂ ମହିଳା ହକି ଉପରେ। ଯେଉଁଥିରେ ଓଡ଼ିଶାର ଅଛନ୍ତି 3 ବରିଷ୍ଠ ଖେଳାଳି ଅମିତ ରୋହି ଦାସ ,ବିରେନ୍ଦ୍ର ଲାକ୍ରା ଏବଂ ଦୀପ ଗ୍ରେସ ଏକ୍କା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ହକି କୋଚ ଏବଂ କ୍ରୀଡ଼ା ତତ୍ୱବିତ୍ତ ।
#ArgusNews #ArgusNewsTV #Odisha #Sundergarh #Hockey #Olympic