ଆଇଏମଏମଟି ଜମିକୁ ଅବ୍ୟବହୃତ ଦର୍ଶାଇ ରାଜ୍ୟ ସରକାର ନିଜ ଅଧିନକୁ ନେବା ପାଇଁ ଏହି ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟ ମନ୍ତ୍ରୀଙ୍କୁ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକ ଚିଠି ଲେଖିଥିଲେ ବି ଫଳ ଶୁନ। : ପ୍ରଦ୍ୟୁମ୍ନ ଶତପଥୀ ବରିଷ୍ଠ ସାମ୍ବାଦିକ
#ArgusNews #ArgusNewsTV #Odisha #IMMT_LandIssue