ମମିତାଙ୍କୁ ନ୍ୟାୟ ପାଇଁ ଜଳୁଛି ଓଡ଼ିଶା । ରାସ୍ତାରେ ବିଜେପି, କଂଗ୍ରେସ ଓ ଜନତା । ବିଭିନ୍ନ ଜିଲ୍ଲାରେ ବନ୍ଦ ଓ ଏସପି ଅଫିସ ଘେରାଉ । ଆଜି ସକାଳ ୧୦ଟା ୩୦ରେ କ୍ୟାପିଟାଲ ଥାନାରେ ଏଫଆଇଆର ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ।#JusticeForMamita #Mamitamurdercase #MamitaMeher #Gobindasahu #captaindibyashankarmishra #Odisha #ArgusNews