ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ
ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ । ସାଇକ୍ଲୋନ୍ ପରବର୍ତ୍ତୀ କ୍ଷୟକ୍ଷତି ନେଇ କରିବେ ଆକଳନ । ପ୍ରଥମେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ଅବତରଣ କରି ଏକ ସମୀକ୍ଷା ବୈଠକ କରିବେ
#ArgusNews #Odisha #Primeminister #OdishaVisit #NarendraModiVisitOdishaToday