ପରିବେଶ ସୁରକ୍ଷା ସହ ଦେହକୁ ଫିଟ୍ ରଖିବା ଓ ପେଟ୍ରୋଲ ବଞ୍ଚାଇବା ଲକ୍ଷ୍ୟରେ ସାଇକେଲର ବ୍ୟବହାର ହୁଏ । ହେଲେ ଏବେ ସାଇକେଲ ଚଲାଇବା ଖୁବ୍ କମିଯାଇଛି । କିଛି ଲୋକଙ୍କୁ ଛାଡ଼ିଦେଲେ ଆଉ କେହି ସାଇକେଲ୍ ଚଲାଉ ନ ଥିବା ଦେଖିବାକୁ ମିଳିଛି
#ArgusNews #Odisha #NewsChannel #ArgusNewsTV #World_CycleDay