ଆଠଗଡରେ ଅସହାୟଙ୍କ ଭତ୍ତା ଟଙ୍କା ଲୁଟ ।
ଭତ୍ତା ଟଙ୍କା ଖାଇଲା କିଏ? 3ମାସ ପରେ କିଏ କାଟିଲା ବୃଦ୍ଧାଙ୍କ ଭତ୍ତା ଟଙ୍କା? ଉତ୍ତର ପାଇବାକୁ ଏ ଅଫିସରୁ ସେ ଅଫିସକୁ ଧାଉଁଥିଲେ ବି ମିଳୁନି ଉତ୍ତର। କଟକ ଆଠଗଡ ବ୍ଲକ ଓରନ୍ଦା ଗ୍ରାମର ପଶୋବନ୍ତି ମହାରଣାଙ୍କ ଭତ୍ତାଟଙ୍କା ଲୁଟ ନେଇ ଆସିଛି ସାଂଘାତିକ ଅଭିଯୋଗ।
#ArgusNews #ArgusTv #Odisha #Cuttack #Athagarh #Allowance