#ଆନ୍ଧ୍ର_ନେଇଯିବା_ପରେ_ଚେତିଲେ_ସରକାର
#ସ୍ପଟ_ଭିଜିଟିରେ_ଗଲେ_ସଚିବ
ଓଡିଶା ଗାଁକୁ ଆନ୍ଧ୍ର ନେଇଯିବା ପରେ ସରକାରଙ୍କ ନିଦ ଭାଙ୍ଗିଛି। ରାଜସ୍ବ ସଚିବ କୋଟିଆର କିଛି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ବନ୍ୟା ପରେ ବିଧାନସଭା ଗୃହ କମିଟି କୋଟିଆ ଯିବାକୁ ଯୋଜନା କରିଛି
#Koraput #Kotia #BorderIssue #AndhraPradesh #OdishaGovt #Odisha #ArgusNews