#ଆବାସ_ଯୋଜନାରେ_ଚଞ୍ଚକତା
ଆବାସ ଟଙ୍କା ଉଠିଲା କିନ୍ତୁ ଜାଣିପାରିଲେନି ହିତାଧିକାରୀ। ଜଣେ ଅସହାୟ ବିଧବା ମହିଳାଙ୍କ ନାଁରେ ଲକ୍ଷାଧିକ ଟଙ୍କା ଉଠିଥିବା ବେଳେ ମୁମ୍ବାଇର ରହୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ନାଁରେ ଉଠିଚି ଟଙ୍କା। ଆଶ୍ଚର୍ଯ୍ୟର କଥା ଟଙ୍କା ଉଠିଲା ହେଲେ ହିତାଧିକାରୀଙ୍କ ଦସ୍ତଖତ ଦରକାର ପଡିଲାନି।
#ArgusNews #Odisha #Kendrapara #awasyojnascam