ଇଂଲଣ୍ଡର ସିଟି ଅଫ୍ ବାଥ୍ ରେ ପ୍ରବାସୀ ଓଡିଆଙ୍କ ପ୍ରଚେଷ୍ଟାରେ ନିର୍ମିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ଏବେ ସେଠି ଆନନ୍ଦ ଓ ଉଲ୍ଲାସ ସହ ଧୁମଧାମରେ ନବରାତ୍ରୀ ଓ ଦୁର୍ଗାପୂଜା ପାଳିତ ହେଉଛି। ଆସନ୍ତୁ ସାମିଲ ହେବା ଏହି ନବରାତ୍ରୀ ଫୁଜାରେ ।
#DurgaPuja #maadurga #Dussehra #celebration #England #ShreeJaganathaMandir #ArgusNews