ସେବା କ୍ଷେତ୍ର ପକ୍ଷରୁ ଆଜି ଇଏମଫ ବିକିରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍ୱାଧୀନତାର 75 ତମ ବର୍ଷ ପାଳନ କରୁଛି ଏବଂ ଏହି ଅବସରରେ ସଞ୍ଚାର ବିଭାଗ ଏହାର ସମସ୍ତ ଉପଲବ୍ଧିକୁ ସର୍ବସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି ।
#Telecomwebinar #emf #independence #Odisha #ArgusNews