କ୍ୟାନ୍ସର ରୋଗରେ ପୀଡିତ ଶିଶୁମାନଙ୍କୁ ଉତ୍ତମ ଖାଦ୍ୟ ଯୋଗାଉଛି ଲାଇୟନ୍ସ କ୍ଲବ ଅଫ ଭୁବନେଶ୍ୱର ଲୋଟସ । ଦୀର୍ଘ 2 ବର୍ଷ ହେଲା ଏଭଳି କାମ କରି ଆସୁଛି ସଂଗଠନ। ରାଜ୍ୟରେ କ୍ୟାନ୍ସର ପୀଡିତ ଶିଶୁ ଉତ୍ତମ ସେବା ପାଇବା ସହ ଉତ୍ତମ ଖାଦ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତୁ ସେଥିପାଇଁ କାମ କରୁଛି କ୍ଲବ
#ArgusNews #Odisha #ArgusNewsTV #Bhubaneswar #LionsClub #cancerpatient #freefood