#କେବେ_DFOଙ୍କୁ_ତଦନ୍ତ_ପରିସରଭୁକ୍ତ_କରିବ_ପୋଲିସ?
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ସ୍ତ୍ରୀ ଓ ଡିଏଫଓଙ୍କ ଉପରେ ସନ୍ଦେହ ଘନିଭୂତ । ଏବେସୁଦ୍ଧା ଡିଏଫଓଙ୍କୁ ପୋଲିସ ଜେରା ନ କରିବା ପଛରେ ବଢିଲା ସନ୍ଦେହ। ଆଜି ସୌମ୍ୟଙ୍କ ବାପାଙ୍କୁ ଜେରା କରିଥିଲା ପୋଲିସ।
#ArgusNews #Odisha #ArgusNewsTv #Gajapati #acfmurder