କୋଭିଡର ଦ୍ବିତୀୟ ଲହରରେ ଗଞ୍ଜାମ ଓକିଲ ସଂଘରୁ ମାତ୍ର ଦେଢ଼ମାସରେ 17ଜଣ ଓକିଲଙ୍କ ଜୀବନ ଯାଇଛି। ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରୁଥିବା ଏହି ଓକିଲମାନେ ଜୀବନଯୁଦ୍ଧରେ ହାରି ଯାଇଛନ୍ତି । ଏମାନେ ସମସ୍ତେ ହେଉଛନ୍ତି କେବଳ ବ୍ରହ୍ମପୁରରେ ଥିବା ଗଞ୍ଜାମ ଓକିଲ ସଂଘର ସଦସ୍ୟ
#ArgusNews #Odisha #NewsChannel #ArgusNewsTV #Ganjam #Lawer_Death #Covid19