ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ତ୍ରିଜଙ୍ଗା ଓ ମଙ୍ଗଳପୁର ପଞ୍ଚାୟତ ଗୋଟିଏ ପଞ୍ଚାୟତ ହୋଇଥିଲା । ସେଥିପାଇଁ ତେଲିବାହାଳି ଗ୍ରାମର ବନ୍ଦନା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏବେ ତ୍ରିଜଙ୍ଗା ମଙ୍ଗଳପୁର ଦୁଇଟି ପଞ୍ଚାୟତ ହୋଇଥିବାରୁ ବନ୍ଦନା ମହାନ୍ତିଙ୍କୁ ବାହାର କରିଦିଆଯାଇଛି । ସେଥିପାଇଁ ଦାନଗଦି ବ୍ଲକ ସମ୍ମୁଖରେ ଓଡ଼ିଶା ଜୀବିକା ମିଶନ ତରଫରୁ ବିକ୍ଷୋଭ କରିଥିଲେ ।
#Jajpur #Trijanga #Mangalpur #panchayat #bandanamohanty #odishajibikamission #corruption #Odisha #ArgusNews