ଓଡିଶା ବତାସ ଲଢେଇରେ ବିଜୁଳି ଭିତ୍ତିଭୂମିର ସ୍ବପ୍ନ ହେବ ସାକାର।
ବାତ୍ୟା ଓ ବନ୍ୟା ପରି ବଡ ପ୍ରାକୃତିକ ବିପର୍ଯୟ ସହ ଲଢି ପାରୁଥିବା ବିଜୁଳି ସରବରାହର ବ୍ୟବସ୍ଥା ପାଇଁ ଉପକୂଳ ଓଡିଶାର ସ୍ବପ୍ନ ଖୁବ ଶୀଘ୍ର ସାକାର ହେବାର ସମ୍ଭାବନା ଦେଖାଦେଇଛି। ମୋଦି ଓଡିଶା ଛାଡିବାର 12ଘଣ୍ଟା ନପୂରୁଣୁ ଏ ଆଶା ପୂରଣ ହେବ ତାର ସ୍ପଷ୍ଟ ସୂଚନା ମିଳିଛି।
#ArgusNews #Odisha #Cyclone #Yaas Narendra Modi