କରୋନାରେ କ୍ରିଟିକାଲ କଣ୍ଡିସନକୁ ଯାଉଥିବା ରୋଗୀମାନେ ଏବେ ବାହାର ରଜ୍ୟ ଉପରେ ନିର୍ଭର । ଏୟାର ଲିଫ୍ଟ ପାଇଁ ବି ଦରକାର ପଡୁଛି ଲକ୍ଷ ଲକ୍ଷ ଟଙ୍କା । ରୋଗୀ ମାନେ ଏ ଯାଗାରୁ ସେ ଯାଗା ବୁଲି ହନ୍ତସନ୍ତ ହେଉଛନ୍ତି । ଏଠି ନା ଅଛି ECMO ମେସିନ ନା ଏହାକୁ ଚଲାଇବା ପାଇଁ ଟ୍ରେଣ୍ଡ ମ୍ୟାନ ପାଓ୍ବାର
#ArgusNews #Odisha #NewsChannel #ArgusNewsTV #ECMO_Machine #coronavirus