କମ୍ପାନୀ ପାଇଁ ଜଙ୍ଗଲ ନଷ୍ଟ
କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଞ୍ଚଳରେ ବନ ବିଭାଗର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମ୍ନାକୁ ଆସୁଛି । କିଛି ଦିନ ପୂର୍ବରୁ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ଉଳିବୁରୁ ସଂରକ୍ଷିତ ଜଙ୍ଗଲକୁ କିପରି କାଠ ମାଫିଆଙ୍କୁ ବନ ବିଭାଗ ଟେକି ଦେଇ କୁମ୍ଭକର୍ଣ ନିଦ୍ରାରେ ଶୋଇଥିଲା, ତାହା ପର୍ଦ୍ଦାଫାଶ ହୋଇଥିବା ବେଳେ ଏବେ ଆଉ ଏକ ଦୁର୍ନୀତି ଧରାପଡିଛି।
#ArgusNews #Odisha #Keonjhar #JungelNasta