କରୋନା ନିୟମର ଧଜିଆ ଉଡିଲା। ଆଉ ଏକାଠି ହେଲେ ଶହଶହ ଲୋକ...ପୋଖରୀରେ ପସିଲେ ଆଉ ମାଛ ଧରିଲେ...ମାସ୍କ ପିନ୍ଧିବା ତ ଦୂରର କଥା କେହି କିଛି ମାନିଲେ ନାହିଁ...ଏ ଦୃଶ୍ୟ ହେଉଛି ବୈାଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର।
#ArgusNews #Odisha #ArgusTv #Boudh #Kantamal #covidrulebroke #caughtfish