କଳାହାଣ୍ଡି ଲାଞ୍ଜିଗଡରେ ଜନବସତି ମୁହାଁ ଗଜରାଜ। ସାନ ଜାମକିହେଜୁ ଗାଁର ୩ ଘର ଭାଙ୍ଗିବା ସହ ଧାନ, ମକା ଫସଲ ନଷ୍ଟ କରିଥିବା ଅଭିଯୋଗ। ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀପଲ୍ଲ ନିକଟସ୍ଥ ପାତର ଡଙ୍ଗର ଠାରୁ ସାନ ଜାମକିହେଜୁ ଗାଁର ମାଝୀ ପଡାକୁ ଆସିଥିବା ଗ୍ରାମବାସୀ କହିଛନ୍ତି
#Kalahandi #Lanjigarh #Elephant #Odisha #ArgusNews