ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଘଟିଛି ଏକ ଅପ୍ରୀତିକର ପରିସ୍ଥିତି। ରାସ୍ତା କାର୍ଯ୍ୟ ସରିନପାରିବାରୁ ତାତିଲେ ଗ୍ରାମବାସୀ। ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଲୋକେ।
#ArgusNews #Odisha #Khordha #SDO #Juniorengineer #muddyroad #roadproblem #Corruption