#ରାଜ୍ୟରେ_ଚାଷୀ_କାନ୍ଦୁଛି
#ସମ୍ବେଦନହୀନ_ସରକାର
କାନ୍ଦୁଛି ଅନ୍ନଦାତା । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଯେଉଁ ଶସ୍ୟ ଉତ୍ପାଦନ କରିଥିଲା ତାହା ଏବେ ରାସ୍ତାରେ ପଡିଛି । ଚାଷୀ ମନରେ କୋହ, ହେଲେ ସରକାର ଏହାର ଉତ୍ତର ଦାୟିତ୍ୱ କାହିଁକି ନେଉନାହାନ୍ତି । ଏହା ଉପରେ ଏବେ ପ୍ରଶ୍ନବାଚୀ ଲାଗିଛି ।
#ArgusNews #Odisha #ArguNewsTV #FarmerProtest #bjdgoverment #mandiissue #lelinmohanty