#ମୋହନ_ମାଝୀ_ଆଣିଲେ_ସାଂଘାତିକ_ଅଭିଯୋଗ
ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ କରିଥିଲେ ଦୁଇ ଜଣ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ମୋହନ ମାଝୀ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବୋମାମାଡ଼ ପଛରେ ବିଜେଡି ନେତା ଶୌମ୍ୟ ଶଙ୍କର ଚକ୍ର ଓ ସହଯୋଗୀ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ।
#MLA #BJP #MohanMajhi #sowmyasankar #ATTACK #BJD #BJD #Odisha #ArgusNews