ନୀଳଗିରି ବନ ବିଭାଗକୁ ମିଳିଛି ସଫଳତା । ୧୬ ନଂ ଜାତୀୟ ରାଜପଥ ବାମପଦା ଠାରେ ଏକ ବେଆଇନ କେନ୍ଦୁପତ୍ର ଭର୍ତ୍ତି ଟ୍ରକକୁ ଜବଦ କରିବା ସହ ଦୁଇ ଜଣକୁ ଅଟକ କରିଛି ନୀଳଗିରି ବନ ବିଭାଗ।
#ArgusNews #Odisha #Balasore #Nilagiri #kendupatra #trucksiezed