ସରକାରଙ୍କ ଗାଇଡ୍ ଲାଇନ୍ ସତ୍ତ୍ବେ ଚାଲିଛି ଯାନିଯାତ୍ରା । ଶହ ଶହ ଲୋକ ଏକାଠି ହୋଇ ନିୟମର ଉଲ୍ଲଘଂନ କରିବାରେ ଲାଗିଛନ୍ତି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କର୍ଚାମାଲ ଗାଁରେ ଚାଲିଛି ଗଣପର୍ବ ବାଲିଯାତ୍ରା
#ArgusNews #Odisha #NewsOdisha #ArgusNewsTV #Nabarangapur #Corona_Guideline #Bali_Yatra