ଦୀର୍ଘ ୫ ବର୍ଷ ହେବ ଶଯ୍ୟାଶାୟୀ ଥିଲେ ଜଣେ ରୋଗାକ୍ରାନ୍ତ ବ୍ୟକ୍ତି । ଉଠିବସି ପାରୁନଥିଲେ, ଚଲାବୁଲା କରିବା ଥିଲା ଅସମ୍ଭବ । କଥା ମଧ୍ୟ କହିପାରୁନଥିଲେ । ମାତ୍ର କୋଭିଡ୍ର ଡୋଜ୍ ନେବା ପରେ ଘଟିଲା ଚମତ୍କାର । ଏବେ ସେ ଉଠିବସି ପାରୁଛନ୍ତି, ଚାଲୁଛନ୍ତି ଆଉ ସବୁଠୁଁ ବଡ଼ କଥା ହେଲା କଥା ବି କହୁଛନ୍ତି
#Covidvaccine #jharkhanda #DularchandMunda #ArgusNews