#କୋଭିଡ୍_ମୁକାବିଲାନେ_ଅବହେଲା !
କୋଭିଡ୍ ମୁକାବିଲାନେ ଫେର୍ ଆସଲା ଅବହେଲାର୍ ଅଭିୟୁଗ୍...ଇ ନେଇକି ହାଇକୋର୍ଟନେ ଜନସ୍ବାର୍ଥ ମାମଲା ରୁଜୁ ହେଇଛେ... ଝାରସୁଗୁଡା ପରେ କଳାହାଣ୍ଡିନୁ ଆସଲା ଅଭିଯୁଗ.. ଆସୁନ୍ ଦେଖମା ଇ ରିପୋର୍ଟ
#ArgusNews #Odisha #ArgusNewsTV #Covidcarecenter #Jharsuguda #irregularities #Covid19 #Kalahandi