ନିତି ଆୟୋଗଙ୍କ ଦ୍ବାରା ପ୍ରକାଶିତ ଏସ ଡି ଜି ରିପୋର୍ଟରେ ରାଜ୍ୟର ସତ ପଦାକୁ ଆସିବା ପରେ କିଛି ଆଦିବାସୀ ଇଲାକାରେ ସ୍ଥିତି ପରିଖିଥିଲା ଅର୍ଗସ ନ୍ୟୁଜ। କେମିତି ଚାଲିଛି ସରକାରଙ୍କ ଦାରିଦ୍ର୍ୟ ଦୁରୀକରଣ ଯୋଜନା .. କାହିଁକି ଲୋକେ ରହୁଛନ୍ତି କ୍ଷୁଧାରେ.. ଦେଖିବା ଆମର ଗ୍ରାଉଣ୍ଡ ରିପୋର୍ଟ
#ArgusNews #Odisha #NewsChannel #ArgusNewsTV #SDG_Report #Niti_Ayog #groundzero_report