ଗୁଇନ୍ଦାଗିରି ଅଭିଯୋଗରେ ଧରାପଡିଲେ ୫ ଅଭିଯୁକ୍ତ । ସନ୍ଦେହ କରାୟାଉଛି ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଗୁଇନ୍ଦାଗିରି କରୁଥିବା ସନ୍ଦେହ କରାଯାଉଛି । ସମସ୍ତେ DRDOର ଠିକା କର୍ମଚାରୀ ବୋଲି ବାଲେଶ୍ବର ଏସପି ସୂଚନା ଦେଇଛନ୍ତି ।
#Baleswar #Chandipur #DRDO #workers #Crime #Odisha #ArgusNews