ଖତ ଖାଉଛି ସରକାରଙ୍କ ଯୋଜନା l ଅଞ୍ଚଳବାସୀଙ୍କ କାମରେ ଲାଗୁନି ପ୍ରାଣୀ ଚିକିତ୍ସା କେନ୍ଦ୍ର l ଜଙ୍ଗଲ ହୋଇ ପଡି ରହିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବଡଖରିଡା ପ୍ରାଣୀ ଚିକିତ୍ସା କେନ୍ଦ୍ର l ଗେଟରେ ପଡ଼ିଛି ତାଲା।
#Ganjam #kabisuryanagar #veterinarycenter #governmentplans #Corruption #Ganeshdakua #Odisha #ArgusNews