ସର୍ବପୁରାତନ କଲେଜ। ୧୪୩ବର୍ଷର ଖଲ୍ଲିକୋଟ କଲେଜ ଇତିହାସକୁ ବିକୃତ କରିବାକୁ ହେଉଛି ବଡ଼ ଷଡଯନ୍ତ୍ର । ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ସର୍ବପୁରାତନ ଛାତ୍ରମାନେ । ଖଲ୍ଲିକୋଟ କଲେଜ ଓଡିଶାର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ l
#Berhampur #khallikotecollege #old #history #Odisha #ArgusNews