ଦୀର୍ଘ ବର୍ଷ ଧରି ଗାଁ ଲୋକେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ଗାଁ ଲୋକେ। ଏମିତିକି ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଙ୍କୁ ମଧ୍ୟ ଗୁହାରି କରି ନିରାଶ ହେବାପରେ ଗାଁ ଲୋକେ ନିଜସ୍ଵ ଉଦ୍ୟମ ରେ ଆରମ୍ଭ କରିଛନ୍ତି ଏକ କାଠର ବ୍ରିଜ
#argusNews #Odisha #ArgusNewsTV #Bolangiri