ଗଂଜେଇ କାରବାରରେ ରୋକ ଲଗାଇବା ପାଇଁ ଓଡିଶା ପୋଲିସ ନେଉଛି ବଡ ପଦକ୍ଷେପ । ମାଲକାନଗିରି ଜିଲ୍ଲା ପୋଲିସ ଗତ ଫେବୃଆରୀ ମାସରେ କାଲିମେଳା ଥାନା ଅନ୍ତର୍ଗତ mv79 ଅଂଚଳରୁ ଏକ ବଡ ଗଂଜେଇ କାରବାରକୁ ଅଟକାଇବା ସହ 11 ଜଣଙ୍କୁ ଗିରଫ କରିଥିଲା କାଲିମେଳା ପୋଲିସ ।
#Malkangiri #police #Arrest #ganja #bikramkeshariswain #Odisha #ArgusNews