ନଦୀର ଏପଟେ ଗାଁ... ଆରପଟେ ବଜାର, ମେଡିକାଲ । ଯିବାକୁ ହେଲେ ପାରି ହେବାକୁ ଭରା ନଦୀ । ଆଣ୍ଠୁଏ ପାଣିରେ ପଶି ନିତିଦିନ ଯାଆସ । ଯେମିତି ସବୁଦିନିକା ଜୀବନ ପାଲଟି ଗଲାଣି । ବର୍ଷ ପରେ ଗଡୁଛି ବର୍ଷ, ହେଲେ ଆଗଉନି କାମ ।
#ArgusNews #Odisha #ArgusNewsTv #Gajapati #BridgeProblem