#ଗରିବ_ଘରେ_ବସାବାନ୍ଧିଛି_ଧନୀ_ରୋଗ !
ହସିବା ଖେଳିବା ବୟସରେ ତଳେ ମାଟିରେ ଗଡିରହୁଛି ଛଅ ବର୍ଷର ଶିଶୁ l ଶିଶୁର ଏଭଳି ଅବସ୍ଥା ଦେଖି ଘର ଦୁଆର ବିକି ଧାରକରଜ କରି ପରିବାର ବର୍ଗ ବିଭିନ୍ନ ହସ୍ପିଟାଲରେ ଦେଖାଇ ଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଶେଷରେ ନିଜ ଘରେ ଭାଗ୍ୟକୁ ଆଦରି ପଡ଼ିରହିଛି
#ArgusNews #Odisha #ArgusNewsTV #Ganjam #dharakot #fundhelp #child