ବିଜ୍ଞାନ ଓ ଚିକିସ୍ଛା ପଦ୍ଧତି କ୍ଷେତ୍ରରେ ଚରମ ଉନ୍ନତି ହୋଇଛି ସତ । କିନ୍ତୁ ଏବେ ବି କିଛି ଗୋଷ୍ଠୀ, ଅନ୍ଧବିଶ୍ବାସ ଓ ଗୁଣିଗାରେଡି ଉପରେ ଭରସା କରି ଛନ୍ଦି ହୋଇ ଯାଉଛନ୍ତି ଏହାର ଫାସରେ । ଗାଁରେ ଅନ୍ଧ ବିଶ୍ବାସର ଶିକାର ହୋଇ ମଲା ପୁଅର ବଞ୍ଚିବା ଆଶାରେ ଅଛନ୍ତି ପରିବାର । ଇଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲାର
#ArgusNews #Odisha #ArgusNewsTV #NewsChannel #Blind_Beleive #Subarnapur