ଗାଁ ଦାଣ୍ଡରେ ଚାଲିଲା କୁମ୍ଭୀର । ଭିଡିଓଟି ହେଉଛି କର୍ଣ୍ଣାଟକର ଏକ ଗାଁର । ନିକଟବର୍ତ୍ତୀ ନଦୀରୁ ଗୁମ୍ଭୀରଟି ଉଠିଆସି ଗାଁ ଦାଣ୍ଡରେ ଚାଲିଥିଲା । ଭୟଭୀତ ହୋଇ ଗ୍ରାମବାସି ବନ ବିଭାଗ କର୍ମଚାରୀଙ୍କୁ ଡାକିଥିଲେ । ପରେ ଅଧିକାରୀ ମାନେ ଆସି କୁମ୍ଭୀର କୁ ଉଦ୍ଧାର କରି ନଦୀରେ ଛାଡିଦେଇଥିଲେ ।
#ArgusNews #Odisha #ArguNewsTV #CROCODILE