#ଗୋଟିଏ_ପଟେ_ସ୍ଥିର_ସରକାର_ଦୃଢ_ନେତୃତ୍ବର_ଦାବି
#ଆଉ_ଗୋଟିଏ_ପଟେ_ଅମାପ_ସଂପଦ
#ଏହା_ପରେ_ବି_କାହିଁକି_ବିକାଶ_ଧାରାରେ_ପଛରେ_ଓଡ଼ିଶା
ଇଣ୍ଡିଆ ଟୁଡେ ସର୍ଭେରେ 20 ବଡ଼ ରାଜ୍ୟରୁ 16 ନମ୍ବରରେ ଓଡ଼ିଶା । ପଛୁଆ ନମ୍ବରକୁ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ । କହିଲେ ଦୁର୍ନିତୀ, ଭ୍ରଷ୍ଟାଚାର, ନାରୀ ନିର୍ଯାତନାରେ ଏକ ନମ୍ବର ।
#EconomicDevelopment #IndiaTodaySurvey #BJD #falsepromises #OdishaGovernment #ArgusNews