#ଗ୍ରୀଲ_ଭିତରେ_5_ବିଧାୟକ_ବାହାରେ_ସାମ୍ବାଦିକ !
ସାମ୍ବାଦିକଙ୍କୁ ପୋଲିସ କନଷ୍ଟେବଳ ମାଡ ମାରିବା ଘଟଣାରେ ତାତିଲେ ସାମ୍ବାଦିକ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 5 ବିଧାୟକଙ୍କୁ ପକାଇଲେ ତାଲା । କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସାମ୍ବାଦିକ ଏହି ମାଡ଼ ଘଟଣାକୁ ତୀବ୍ର ବିରୋଧ କରି ଏକାଠି ହୋଇଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ
#ArgusNews #Odisha #ArgusNewsTV #Kendrapada #Journalistattack #MLA