ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ମୃତକଙ୍କ ନାମ ପ୍ରକାଶ ବଳ, ଘର ଯାଜପୁର ଅଞ୍ଚଳର । ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ । ସେ ୫ ବର୍ଷ ହେବ ଏହି ମଣ୍ଡପ ରେ କାମ କରିଆସୁଥିଲେ ।
#Bhubaneswar #Infocity #police #suicide #prakash #Jajpur #workers #Odisha #ArgusNews