ଚଳିତବର୍ଷ କେମିତି ରହିବ ମୌସୁମୀ?
କେତେ ବର୍ଷା କରାଇବ ମୌସୁମୀ । କଣ ରହିବ ପ୍ରଭାବ । ଅଧିକ ବର୍ଷା ହେବ ନା କମ ବର୍ଷା ହେବ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମୌସୁମୀ ଉପରେ ବ୍ୟାପକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡିବା କଥା ସାମନାକୁ ଆସିଛି ।
#ArgusNews #Odisha #Climate #Rain #Monsoon