ଚାଲିଗଲା ୟଶ୍ । ହେଲେ ଦେଇଗଲା ଦୁଃଖ । ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଘମାରୀ ଗାଁରେ ସମୁଦ୍ରକୂଳିଆ ଅଞ୍ଚଳରେ ପୂଜକଙ୍କୁ ବି ମିଳିପାରୁନି ଘର ଖଣ୍ଡିଏ l କିନ୍ତୁ ରାଜ୍ୟ ସରକାର ସଫଳ ଭାବେ ଯୋଜନା ପ୍ରଣୟନରେ ବାହା ବାହା ନେଉଥିବା ବେଳେ କିନ୍ତୁ ବାସ୍ତବସ୍ଥିତି କିଛି ଅଲଗା...
#ArgusNews #Odisha #Kendrapara #Rajnagar #aftercyclone