#ଚାଷୀଙ୍କ_ଉପରେ_ମରୁଡି_ମାଡ଼
#କ୍ଷେତରେ_ପଚୁଛି_ପନିପରିବା
ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାବୁପାଲି ଗାଁରେ ନଷ୍ଟ ହେଉଛି ଏକର ଏକର ବାଇଗଣ ଫସଲ । ପାଣି ଅଭାବରୁ ଗଛରେ ସଢୁଛି ବାଇଗଣ । ଶହ ଶହ କେଜି ବାଇଗଣ ଫୋପଡା ହେଉଥିବାବେଳେ ଚାଷୀ ମୁଣ୍ଡରେ ଚଡ଼କ ।
#Balangir #farmers #vegetables #brinjal #Odisha #ArgusNews