ଚିନ୍ତାରେ ପଶ୍ଚିମଓଡ଼ିଶା ଚାଷୀ। ଧାନ ବିକ୍ରି ହୋଇପାରୁନଥିବାବେଳେ ବର୍ଷା କାଳ ହେଲାଣି । କେଉଁଠି ବିଲରେ ଧାନ ଚାଷରେ ପାଣି ଲହଡି ଖେଳୁଥିବାବେଳେ କେଉଁଠି ମଣ୍ଡିରେ ଖୋଲା ଆକାଶ ତଳେ ଭିଜୁଛି ଧାନ। ବର୍ଷ ବର୍ଷର ପରିଶ୍ରମ ଆଖି ଆଗରେ ନଷ୍ଟ ହୋଇଯାଉଥିବାର ଦେଖି ହତାଶ ଚାଷୀ ।
#ArgusNews #ArgusTv #Odisha #Subarnapur #Farmer_Issue